25.8 C
Bhubaneswar
Saturday, July 27, 2024
Homeଓଡିଶାବାପ, ପୁଅ ଓ ଝିଅଙ୍କୁ କଂଗ୍ରେସର ଟିକେଟ

ବାପ, ପୁଅ ଓ ଝିଅଙ୍କୁ କଂଗ୍ରେସର ଟିକେଟ

ଭୁବନେଶ୍ୱର: କଂଗ୍ରେସ ବାପ, ପୁଅ ଓ ଝିଅଙ୍କୁ ଟିକେଟ ଦେଇଛି । ଭୁଜବଳ ମାଝୀ ଓ ଝିଅ ଲିପିକା ମାଝୀଙ୍କୁ କଂଗ୍ରେସ ଟିକେଟ ଦେଇଛି ।ଭୁଜବଳ ନବରଙ୍ଗପୁରରୁ ଲୋକସଭା ଟିକେଟ ପାଇଛନ୍ତି । ଭୁଜବଳଙ୍କ ଝିଅ ଲିପିକା ମାଝୀଙ୍କୁ ଡାବଗୁାଁ ବିଧାନସଭା ଟିକେଟ ମିଳିଛି । ସେହିପରି ଭକ୍ତଚରଣ ଦାସ ଓ ପୁଅ ସାଗର ଦାସଙ୍କୁ କଂଗ୍ରେସ ଟିକେଟ ଦେଇଛି । ଭକ୍ତଚରଣଙ୍କୁ ନର୍ଲା ବିଧାନସଭା ଆସନରୁ ଟିକେଟ ମିଳିଛି । ପୁଅ ସାଗର ଦାସଙ୍କୁ ଭବାନୀପାଟଣା ବିଧାନସଭା ଆସନରୁ ଟିକେଟ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking