25.1 C
Bhubaneswar
Tuesday, March 18, 2025
Homeଓଡିଶାଅର୍ଥ କମିଶନଙ୍କ ନିକଟରେ ବିଜେଡିର ଦାବି

ଅର୍ଥ କମିଶନଙ୍କ ନିକଟରେ ବିଜେଡିର ଦାବି

ଭୁବନେଶ୍ୱର : ଦଳର ଦାବି ପ୍ରସଙ୍ଗରେ ବିଜେଡି ପ୍ରେସମିଟ କରିଛି । କେନ୍ଦ୍ରୀୟ ଯୋଜନାର ଆର୍ଥିକ ଅନୁପାତ  ବଢାଇବାକୁ ଦାବି ରଖିଛନ୍ତି । କେନ୍ଦ୍ରୀୟ ରାଜସ୍ୱରୁ ରାଜ୍ୟର ଭାଗକୁ ସର୍ୱନିମ୍ନ ୫୦ ପ୍ରତିଶତ କରିବାକୁ ଦାବି ରଖିଛନ୍ତି । କୋଇଲା ରୟାଲଟି ବୃଦ୍ଧି କରିବାକୁ ବିଜେଡି ଦାବି କରିଛି । ସ୍ପିଲିଂ ମିଲ ପାଇଁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଦାବି ରହିଛି । ପ୍ରାକୃତିକ ବିପଯ୍ୟୟ ସାମ୍‌ନା ପାଇଁ ସ୍ୱତନ୍ତ୍ର ସହାୟତା ଦାବି ରହିଛି ।  ଧାର୍ମିକ ସ୍ଥଳ ପାଇଁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଦାବି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking