27.1 C
Bhubaneswar
Saturday, July 27, 2024
Homeଓଡିଶାବିଜେଡି ଏବେ ବାଳୁତ ଜନତା ଦଳ : ଗୋଲକ

ବିଜେଡି ଏବେ ବାଳୁତ ଜନତା ଦଳ : ଗୋଲକ

ଭୁବନେଶ୍ୱର : ବିଜେଡି ବିରୋଧରେ ପରିବାରବାଦ ଆଣିଲେ ଅଭିଯୋଗ ଆଣିଲେ ଗୋଲକ ମହାପାତ୍ର । ବିଜେଡି ରାଜ୍ୟ ଉପସଭାପତ ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା । ବରିଷ୍ଠଙ୍‌କୁ ଅଣଦେଖା କରି ପୁଅମାନଙ୍କୁ ଟିକେଟ ଦେଉଛି ବିଜେଡି । ଆଉ କିଛି ଜାଗାରେ ଭଡାଟିଆଙ୍କୁ ଆଣି ଟିକେଟ ଦେଉଛି । ବିଜେଡି ଏବେ ବାଳୁତ ଜନତା ଦଳ ଓ ଭଡାଟିଆ ଜନତା ଦଳ ସାଜିଛି । ବିଜେଡି ଏବେ ପରିବାରବାଦ ମଧ୍ୟରେ ସୀମିତ । କଂଗ୍ରେସ ଭଳି ବିଜେଜି ମଧ୍ୟ ପରିବାରବାଦ ପାଇଁ ଲୋପ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking