34.1 C
Bhubaneswar
Thursday, March 20, 2025
Homeଓଡିଶାକ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

କଟକ : ବାରବାଟୀ ବିଭ୍ରାଟ ନେଇ କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି । ନୈତିକତା ଦୃଷ୍ଟିରୁ କ୍ରୀଡା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଦଳ ଆହୁରି କହିଛି କ୍ରୀଡା ମନ୍ତ୍ରୀ ଓସିଏକୁ କଣ ଜବାବ ମାଗୁଛନ୍ତି । ଏହା ଲଜ୍ଜାଜନକ ଅଟେ । ଗତକାଲି କଟକ ବାରବାଟୀରେ ଇଂଲଣ୍ଡ ଭାରତ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚରେ ଫ୍ଲଡ ଲାଇଟ କଟିଯାଇଥିଲା । ଯାହା ଫଳରେ ଖେଳ କିଛି ସମୟ ପାଇଁ ଅଟକି ଯାଇଥିଲା । ଖେଳାଳୀଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । ପ୍ରାୟ ଅଧ ଘଣ୍ଟାପରେ ବାରବାଟୀକୁ ଲାଇଟ ଆସିଥିଲା ।  ଏପଟେ ଏଭଳି କାହିଁକି ହେଲା ଓସିଏ  କାରଣ ଦର୍ଶାଅ ବୋଲି କହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking