36.1 C
Bhubaneswar
Sunday, April 27, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ମାଗିଲା ଜବାବ

ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ମାଗିଲା ଜବାବ

ଭୁବନେଶ୍ୱର : ପୋଲାଭରମ ପ୍ରସଙ୍ଗରେ ଜବାବ ମାଗିଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା ବିଜେଡି । ନୀତି ଆୟୋଗରେ ପୋଲାଭରମ ପ୍ରସଙ୍ଗ ଉଠାଇଲେନି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏପରି ମନୋଭାବ, ପ୍ରକଳ୍ପକୁ ସମର୍ଥନ ଦର୍ଶାଉଛି । ପ୍ରକଳ୍ପ ହେଲେ ମାଲକାନଗିରିର ବହୁ ଗାଁ ଜଳମଗ୍ନ ହେବ । ପ୍ରକଳ୍ପ ମାର୍ଚ୍ଚ ୨୦୨୬ ସୁଦ୍ଧା ସରିବ, କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରାଜ୍ୟ ବିଜେପି ସରକାର ଏନେଇ ଚୁପ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking