33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଭାରତୀୟ କମ୍ୟୁନିଷ୍ଟ ପାର୍ଟି ଭୁବନେଶ୍ୱରପୁର ଆଚଂଳିକ କମିଟି ପକ୍ଷରୁ ଧାରଣା

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଭୁବନେଶ୍ୱରପୁର ଆଚଂଳିକ କମିଟି ପକ୍ଷରୁ ଧାରଣା

ଯାଜପୁର: ଯାଜପୁର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଭୁବନେଶ୍ୱରପୁର ଆଚଂଳିକ କମିଟି ପକ୍ଷରୁ ଧାରଣା ।  ୨୦୧୯-୨୦ ଆର୍ଥିକ ବର୍ଷରେ ଭୁବନେଶ୍ୱରପୁର ପଚାଂୟତରେ ଖରିଫ କୃଷି ବାବଦରେ ବୀମା କମ୍ପାନୀ ଦ୍ୱାରା ପ୍ରଦତ କ୍ଷତିପୂରଣକୁ କୈାଣସି କାରଣ ନଥାଇ କଟକ କେନ୍ଦ୍ରୀୟ କୋଅପରେଟିଭ ବ୍ୟାଙ୍କ ଅଦ୍ୟାବଧି କୃଷକଙ୍କୁ ପ୍ରଦାନ କରୁନାହିଁ । ଫଳରେ ବନ୍ୟା ଓ କରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇ ପରବର୍ତ୍ତୀ ରବି ଫସଲ ପାଇଁ ଚାଷୀମାନେ ନାହିଁ ନଥିବା ଆସୁବିଧାର ସମ୍ମୁଖିନ ହେଉଛନ୍ତି । କିଛିି କୃଷକଙ୍କ ସାମାନ୍ୟ ତୃଟି ଦଶାଇ ସେମାନଙ୍କର ବୀମା ରାଶିକୂ ବଚିଂତ କରାଯାଇଛି । ଏହି କୃଷକମାନଙ୍କୁ ବୀମା ରାଶି ପ୍ରଦାନ କରିବା ଦାବୀନେଇ କମ୍ୟୁନିଷ୍ଟ ପାର୍ଟିପକ୍ଷରୁ ଯାଜପୁର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହିତ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।    

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking