32.1 C
Bhubaneswar
Wednesday, September 30, 2026
Homeଓଡିଶାଭୁବନେଶ୍ୱରରେ ବନ୍ଦର ପ୍ରଭାବ ପଡିନାହିଁ: ଡିସିପି

ଭୁବନେଶ୍ୱରରେ ବନ୍ଦର ପ୍ରଭାବ ପଡିନାହିଁ: ଡିସିପି

ଭୁବନେଶ୍ୱର: ୬ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ ,ଯୁବ ଛାତ୍ର ସଂଗଠନ । ବରମୁଣ୍ଡାରୁ ନବନିର୍ମାଣ ଯୁବ ଛାତ୍ର ସଂଗଠନ ଆନ୍ଦୋଳନ କରିଛି । ତେବେ ଏହାରି ଭିତରେ ଭୁବନେଶ୍ୱର ଡିସିପି ସରବଣା ବିବେକ ଏମ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡିଶା ବନ୍ଦ ପାଇଁ ଭୁବନେଶ୍ୱରରେ କିଛି ପ୍ରଭାବ ପଡିନାହିଁ । କମିସନରେଟ ପୋଲିସଙ୍କ ନିର୍ଦ୍ଦେଶ କ୍ରମେ ସବୁ ମୁଖ୍ୟ ଛକରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଟ୍ରାଫିକ ବ୍ୟବସ୍ଥା ସମ୍ପୁର୍ଣ୍ଣ ସ୍ୱାଭାବିକ ରହିଛି । ଦୋକାନ ବଜାର ଖୋଲା ରହିବା ସହ ସରକାରୀ ଅଫିସରମାନେ ନିଜ କାର୍ଯାଳୟକୁ ଯାଉଛନ୍ତି । କିଛି ଆନ୍ଦୋଳନକାରୀ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ଅବରୋଧ କରିଥିଲେ , ସେମାନଙ୍କୁ ଅଟକ ରଖାଯାଇଛି । ପରେ ଛଡାଯିବ । ମୋଟାମୋଟି ସ୍ଥିତି ସ୍ୱାଭାବିକ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking