30.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଗୁଣପୁର: ଗୁଣପୁର ଅଟଳ ସ୍ମୃତି କମିଟି ତରଫରୁ ଭାରତ ରତ୍ନ ଅଟଲବିହାରୀ ବାଜପେୟୀଙ୍କ ଜୟନ୍ତୀ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବ ଗଜପତି ରାଓ, ମୁଖ୍ୟ ବକ୍ତା ସୀମାଞ୍ଚଳ କର ,କମିଟି ର ସଭାପତି ସୂର୍ଯ୍ୟ ନାରାୟଣ ରଥ ଓ କମିଟି ର ସଂଯୋଜକ ଚିନ୍ମୟ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଦୀପ ପ୍ରଜ୍ବଳିତ ହେବା ପରେ ବ୍ରହ୍ମପୁରରୁଆସିଥିବା କୁନି କଳାକାର ଓଡିଶୀ ନୃତ୍ୟ କରିଥିଲେ । କାର୍ଯ୍ୟକ୍ରମ ରେ ପୂର୍ବରୁ ହୋଇଥିବା ବକୃତ। ,ଗ୍ରୁପ ଆଲୋଚନା ର ପୁରସ୍କାର ବିତରଣ କରଯାଇଥିଲା । କାର୍ଯ୍ୟକ୍ରମ କୁ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ ଶତପଥୀ, ସମ୍ପାଦକ ସୋମନାଥ ଗୌଡ଼,ଆଚାର୍ଯ୍ୟ ସୁନୀଲ ପାଣିଗ୍ରାହୀ, ସହ ଅଟଳ ସ୍ମୃତି କମିଟିର ସଦସ୍ୟ ବି ସତୀଶ,ଛିନ୍ନ। କେସବା, ଉମା ଶଙ୍କର ଦାଶ, ଇନ୍ଦ୍ରଖୀ ଦାଶ, ନନ୍ଦିନୀ ପଣ୍ଡା,ଅମ୍ବିକା ମହାପାତ୍ର, ପ୍ରଶାନ୍ତ ହୋତା, ଲକ୍ଷ୍ମୀ ମହନକୁଡ଼ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking