31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଚିକିତ୍ସା ପାଇଁ ଅର୍ଥ ସାଝିଛି ବାଧକ

ଚିକିତ୍ସା ପାଇଁ ଅର୍ଥ ସାଝିଛି ବାଧକ

ମାଲକାନଗିରି : ଗୋଟିଏ ଗୋଡ ନାହିଁ ବାଡ଼ି ନ ଧରିଲେ ଚାଲିବା ମୁସ୍କିଲ କିନ୍ତୁ ଗୋଟିଏ ଗୋଡ଼ରେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛନ୍ତି । ଜନ୍ମର ଦୁଇ ମାସ ପରେ ବିଧାତା ଛଡେଇନେଲା ବାମ ଗୋଡ ନିଆଁରେ ପୋଡ଼ିହୋଇ ସମ୍ପୂର୍ଣ୍ଣ ବାମ ଗୋଡ଼ ଦିବ୍ୟାଙ୍ଗ ହୋଇଗଲା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହରାଜପାଲି ପଞ୍ଚାୟତ କୋଇକୋଣ୍ଡା ଗ୍ରାମର ଗଙ୍ଗାଧର ଧାର୍ମୁଙ୍କ ଠାରେ । ଗଙ୍ଗାଧର ଙ୍କୁ ପ୍ରଥମେ ମାଲକାନଗିରି ଚିକିତ୍ସା କରାଗଲା ହେଲେ କିଛି ସୁଫଳ ମିଳିଲା ନାହିଁ ପରେ ବ୍ରହ୍ମପୁର ସେଇଠି ମଧ୍ୟ କିଛି ସୁଫଳ ମିଳିଲା ନାହିଁ ଶେଷରେ କଟକ ମେଡ଼ିକାଲ କୁ ଯାଇଥିଲେ ହେଲେ ଡାକ୍ତର ଅପରେସନ କରିବାକୁ କହିଲେ । ହେଲେ ଏହି ଗରିବ ଅଭାବୀ ପରିବାର କୋଉଠି ଏତେ ଟଙ୍କା ଯୋଗାଡ଼ କରିବେ ଧାର କରଜ କରି ୮୦,୦୦୦/-ଟଙ୍କା ଖର୍ଚ୍ଚ କରିସାରିଲେଣି ଆହୁ ଏମାନଙ୍କ ପାଖେ ଆର୍ଥିକ ସମ୍ବଳ ନାହିଁ । ହେଲେ ସରକାରୀ ତରଫରୁ ଚିକିତ୍ସା କରାଗଲେ ବା କୁତ୍ରିମ ଗୋଡ଼ ଲଗାଇଲେ ସମସ୍ତଙ୍କ ପରି ସ୍ୱାଭାବିକ ହୋଇ ପାରିବ ବୋଲି ଆକୁଳ ନିବେଦନ କରିଛନ୍ତି ଗଙ୍ଗାଧର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking