38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗପୂର୍ଵତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସ ପାଳିତ

ପୂର୍ଵତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସ ପାଳିତ

ଗୁଣପୁର : ଆଜି ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ପୂର୍ଵତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସ ଭେକେଟଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପରେ ପାଳନ କରିବା ସହ ଗୁଣପୁର ଉପଖଣ୍ଡ ମେଡିକାଲ ରେ ଫଳ ବଣ୍ଟନ କରା ଯାଇଥିଲା । ବୃନ୍ଦାବନ ସେନାପତି, ପୃଥିବି ରାଜ୍ ପାଢ଼ୀ, ପୂର୍ଵତନ ସାଂସଦ ହେମା ଗମାଙ୍ଗ ,ଫାଲଗୁନୀ ଶବର, ଶ୍ରୀନୁବାସୁ ସ୍ୱାଇଁ ଗୁଣପୁର ନଗର ସଭାପତି, ଭଗବାନ ଚୋୖଧରୁ ନଗର ସାଧାରଣ ସମ୍ପାଦକ ,ମୁଖି ଦିବାକର ୟୁବ ସଭାପତି, , ଜଗଦୀଶ ପଣ୍ଡା ଜିଲ୍ଲା ପ୍ରତି ନିଧି, ଗାଡେ ଶବର ଉପ ସଭାପତି, ଲକ୍ଷ୍ମୀ ଶ୍ରୀରାମ, ସୁଜାତା ପଟନାୟକ ,ଆମର ଭାଇ, ସତ୍ୟ ସୁନ୍ଦର କର ନଗର ସାଧାରଣ ସମ୍ପାଦକ,ବିଦ୍ୟା ଶବର,ଉଦୟ ପାଢ଼ୀ ,ସନ୍ତୋଷ ସୁବୁଦ୍ଧି ନଗର କୃଷକ ମୋର୍ଚ୍ଚା ସଭାପତି, ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking