ପାରାଦୀପ : ପାରାଦୀପରେ ୧୨ ବାଂଲା ଅନୁପ୍ରବେଶକାରୀ । ସନ୍ଦେହରେ ୧୨ ଜଣଙ୍କୁ ଅଟକ ରଖିଲା ପୁଲିସ । ବସ୍ରେ କୋଲକାତା ବାବୁଘାଟରୁ ଆସିଥିଲେ । ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ ।