ମାଓବାଦୀଙ୍କ ବର୍ବର କାଣ୍ଡ ; ଛାତ୍ରଙ୍କୁ ପିଟି ପିଟି କଲେ ହତ୍ୟା
ଛତିଶଗଡ଼ : ଛତିଶଗଡ଼ ସୁକମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଓବାଦୀମାନେ ପିଟି ପଟି ହତ୍ୟା କରିଛନ୍ତି । ପୁଲିସ ସୂଚନାଦାତା ଅଭିଯୋଗରେ ସେମାନେ ଏହି ନାବାଳକକୁ ହତ୍ୟା କରିଛନ୍ତି । ଏହା ପୂର୍ବରୁ ସପ୍ତାହକ ତଳେ ନାବାଳକଙ୍କ ୧୯ ବର୍ଷିୟ ଭାଇଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ । ସ୍ଥାନୀୟ ଲୋକଙ୍କ ମନରେ ସେମାନଙ୍କ ପ୍ରତି ଭୟ ସୃଷ୍ଟି କରିବା ପାଇଁ ମାଓବାଦୀମାନେ ଏପରି କରିଛନ୍ତି । ଛତିଶଗଡର ପୂଭାର୍ତ୍ତୀ ଗାଁ ଏହି ଘଟଣା ଘଟିଛି … Continue reading ମାଓବାଦୀଙ୍କ ବର୍ବର କାଣ୍ଡ ; ଛାତ୍ରଙ୍କୁ ପିଟି ପିଟି କଲେ ହତ୍ୟା
Copy and paste this URL into your WordPress site to embed
Copy and paste this code into your site to embed