ତୁଳସୀ ପତ୍ରର ଚମତ୍କାରିତା

ଆମ ହିନ୍ଦୁ ଧର୍ମରେ ତୁଳସୀର ଅନେକ ମାନ୍ୟତା ରହିଛି ।ଏହାର ପୂଜା ମଧ୍ୟ କରାଯାଇଥାଏ । ଏହା ଏକ ଔଷଧିୟ ବୃକ୍ଷ ଅଟେ ତେଣୁ ବହୁତ ପ୍ରକାରର ଔଷଧରେ ମଧ୍ୟ ଏହା ବ୍ୟବହୃତ ହେଇଥାଏ ।
ତେବେ ଆସନ୍ତୁ ଜାଣିବା ତୁଳସୀର ଉପକାରୀତା ଏବଂ ଏହାର ମହତ୍ତ୍ୱ –
୧-ଯଦି ଆପଣଙ୍କୁ ବାରମ୍ବାର ପତଳା ଝାଡ଼ା ହେଉଥାଏ ,ତୁଳସୀକୁ ପେଷ୍ଟ୍ ବନାଇ ଏଥିରେ ଜିରା ପାଉଡ଼ର ଓ ମହୁ ମିଶାଇ ସେବନ କରନ୍ତୁ ।ବହୁତ ଜଲଦି ଆରାମ୍ ମିଳିବ ।
୨-ଯଦି ବାନ୍ତି ହେଉଥାଏ ତେବେ ତୁଳସୀ ପତ୍ରରେ ଅଦାରସ ସହିତ ମିଶାଇ ପିଅନ୍ତୁ ଆରାମ ମିଳିବ ।
୩-ତୁଳସୀ ପତ୍ରର ନିୟମିତ ସେବନ କ୍ୟାନସର ସେଲ ଗ୍ରୋଥ ଶରୀରରେ ହୋଇନଥାଏ ।
୪- ଯଦି ଆପଣଙ୍କୁ କୌଣସି ପ୍ରକାରର ଜ୍ୱର ହେଇଥାଏ ତେବେ ତୁଳସୀ ପତ୍ରକୁ କାଢା ଭଳି ଫୁଟାଇ ପିଅନ୍ତୁ ଜ୍ୱର ଜଲଦି ଭଲ ହୋଇଯିବ ।
୫-ଯଦି ଆପଣଙ୍କୁ ଆସ୍ଥମାର ରୋଗ ଅଛି ତେବେ ତୁଳସୀକୁ ଗୋଲ ମରିଚ ସହ ମିଶାଇ ଖାଆନ୍ତୁ ।ଧିରେଧିରେ ରୋଗରୁ ଉପଶମ ମିଳିବ ।

LEAVE A REPLY

Please enter your comment!
Please enter your name here