29.1 C
Bhubaneswar
Friday, May 17, 2024
Homeଓଡିଶାଦିନକରେ ୩.୯୦ଲକ୍ଷ ହିତାଧିକାରୀ ନେଲେ ଟିକା

ଦିନକରେ ୩.୯୦ଲକ୍ଷ ହିତାଧିକାରୀ ନେଲେ ଟିକା

ଭୁବନେଶ୍ୱର : ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି। ୧୫୪୪ଟି କେନ୍ଦ୍ରରେ ୩ଲକ୍ଷ ୮୯ହଜାର ୭୨୭ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୨କୋଟି ୩୨ଲକ୍ଷ ୧୮ହଜାର ୬୭୯ରେ ପହଞ୍ଚିଛି। ଇତିମଧ୍ୟରେ ୧ଲକ୍ଷ ୧୦ହଜାର ୫୩୨ ଗର୍ଭବତୀ ଟିକା ନେଇଥିବା ବେଳେ ୧୮ରୁ ୪୪ବର୍ଷର ଯୁବବର୍ଗଙ୍କ ଟିକାକରଣ ସଂଖ୍ୟା ପ୍ରାୟ ୯୯ଲକ୍ଷରେ ପହଞ୍ଚିଛି। ୮୬ଲକ୍ଷ ୧୨ହଜାର ୩୯୪ ଯୁବକ ପ୍ରଥମ ପାନ ଟିକା ନେଇଥିବା ବେଳେ ୧୨ଲକ୍ଷ ୫୨ହଜାର ୨୭ଜଣ ହିତାଧିକାରୀ ଦୁଇପାନ ଟିକା ନେଇଛନ୍ତି। ଆଜି ଏହି ବର୍ଗଙ୍କ ଟିକାକରଣ ସଂଖ୍ୟା ୧କୋଟି ଟପିବ ବୋଲି ବିଭାଗୀୟ ତଥ୍ୟରୁ ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking