29.1 C
Bhubaneswar
Friday, April 26, 2024
Homeଓଡିଶାବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ; ସକାଳ ୯ଟା ସୁଦ୍ଧା ୯.୮୧ ପ୍ରତିଶତ ମତଦାନ

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ; ସକାଳ ୯ଟା ସୁଦ୍ଧା ୯.୮୧ ପ୍ରତିଶତ ମତଦାନ

ବାଲେଶ୍ୱର/ତିର୍ତ୍ତୋଲ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ସକାଳ ୯ଟା ସୁଦ୍ଧା ୯.୮୧ ପ୍ରତିଶତ ମତଦାନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧% ମତଦାନ ହୋଇଛି। ତିର୍ତ୍ତୋଲରେ ସକାଳ ୯ଟା ସୁଦ୍ଧା ୭.୫୮% ମତଦାନ ହୋଇଛି। ଏହାସହ ମକପୋଲ ସମୟରେ ଥିବା ତ୍ରୁଟି ଜଣାପଡ଼ିବା ପରେ ସୁଧୁରାଯାଇଛି। ସେହିପରି ସମସ୍ତ କୋଭିଡ କଟକଣା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମତଦାନ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking