38.1 C
Bhubaneswar
Tuesday, April 23, 2024
Homeଓଡିଶାସନ୍ଧ୍ୟା ୫ଟା ସୁଦ୍ଧା ୬୮.୦୮ ପ୍ରତିଶତ ମତଦାନ‌

ସନ୍ଧ୍ୟା ୫ଟା ସୁଦ୍ଧା ୬୮.୦୮ ପ୍ରତିଶତ ମତଦାନ‌

ଭୁବନେଶ୍ୱର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସନ୍ଧ୍ୟା ୫ଟା ସୁଦ୍ଧା ଦୁଇଟି ଯାକ ଆସନରେ ମୋଟ୍‌ ୬୮.୦୮ ପ୍ରତିଶତ ମତଦାନ ହୋଇଛି । ହି ସମୟ ସୁଦ୍ଧା ବାଲେଶ୍ୱର ସଦରରେ ମତଦାନ ହାର ୬୮.୧୯ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୬୭.୯୭ ପ୍ରତିଶତ ରହିଛି। ଉଲ୍ଲେଖନୀୟ ହେଲା ବାଲେଶ୍ୱର ଓ ତିର୍ତ୍ତୋଲରେ ମତଦାନ ହାର ଗତ ୨ ଘଣ୍ଟା ମଧ୍ୟରେ ଆଖିଦୃଶିଆ ଭାବେ ବୃଦ୍ଧିପାଇଛି । ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। କୋଭିଡ୍ କଟକଣା ମଧ୍ୟରେ ଏଠାରେ ଭୋଟ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking