ଭୁବନେଶ୍ୱର: ବାଲେଶ୍ୱର ଇସାଣୀ ଗାଁରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ପହଲଗାମରେ ମୃତ ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ଭେଟିଲେ । ପରିବାର ଲୋକଙ୍କୁ ଭେଟି ଶାନ୍ତ୍ୱନା ଜଣାଇଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅକୁ ଭେଟି ସମବେଦନା ଜଣାଇଲେ ।