32.7 C
Bhubaneswar
Friday, June 19, 2026
Homeଓଡିଶାସୋସିଆଲ ମିଡ଼ିଆଠାରୁ ଦୂରେଇ ରୁହନ୍ତୁ : ଡିଜିପି

ସୋସିଆଲ ମିଡ଼ିଆଠାରୁ ଦୂରେଇ ରୁହନ୍ତୁ : ଡିଜିପି

ଭଦ୍ରକ : ଭଦ୍ରକ ହିଂସା ଘଟଣା ପରେ ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ଡିଜିପି ୱାଇ.ବି ଖୁରାନିଆ। ଧାମନଗର ଯାଇ ଭଦ୍ରକ ଜିଲ୍ଲାପାଳ, ଏସପି ଓ ପୂର୍ବାଞ୍ଚଳ ଆଇଜିଙ୍କ ସହ ଆଲୋଚନା କରିଛନ୍ତି। ସୋସିଆଲ ମିଡ଼ିଆଠାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ଡିଜିପି। ଅଯଥା କମେଣ୍ଟ କରନ୍ତୁ ନାହିଁ, ସାଧାରଣ ଲୋକ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୁଲିସ ଉଦ୍ୟମ ଜାରି ରଖିଛି। ସ୍ଥିତିରେ ନିଶ୍ଚିତ ସୁଧାର ଆସିବ ବୋଲି ଡିଜିପି କହିଛନ୍ତି। ଘଟଣାକୁ ୪ଦିନ ପରେ ବି ଚାପା ଉତ୍ତେଜନା ଥିବାରୁ ୧୬୩ଧାରା ବଳବତ୍ତର ରହିଛି। ଘଟଣାରେ ଏଯାବତ ୨୭ଜଣଙ୍କୁ ଗିରଫ କରିଛି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking