34.1 C
Bhubaneswar
Wednesday, October 7, 2026
Homeଓଡିଶାଆସନ୍ତାକାଲି ଅଟୋ ଚଳାଚଳ ବନ୍ଦ: ସଂଘ ସମ୍ପାଦକ

ଆସନ୍ତାକାଲି ଅଟୋ ଚଳାଚଳ ବନ୍ଦ: ସଂଘ ସମ୍ପାଦକ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ବନ୍ଦ ବେଳେ ରାଜ୍ୟରେ ବନ୍ଦ ରହିବ ଅଟୋ ଚଳାଚଳ । ଅଟୋ ଚଳାଚଳ ବନ୍ଦ ନେଇ ସୂଚନା ଦେଲେ ଅଟୋ ଚାଳକ ସଂଘ । ଅନ୍ୟପଟେ ଘରୋଇ ବସ ମାଲିକ ସଂଘ ସଭାପତି ଲୋକନାଥ ପାଣି କହିଛନ୍ତି, କାଲିର ଓଡିଶା ବନ୍ଦରେ ସାମିଲ ହେବନି ଘରୋଇ ବସ । ବସ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ବନ୍ଦରେ ସାମିଲ ହେବୁନି । ଆସନ୍ତାକାଲି ଘରୋଇ ବସ ଗଡିବ , ଯାତ୍ରୀ ପରିବହନ ଜାରି ରହିବ । କାଲିର ବନ୍ଦ ବେଳେ ସରକାର ବସ ଚଳାଚଳ ପାଇଁ ସୁରକ୍ଷା ଯୋଗାନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking