28.1 C
Bhubaneswar
Sunday, September 8, 2024
Homeଓଡିଶାମାଡ ଖାଇଲେ ଅଟୋ ଡ୍ରାଇଭର

ମାଡ ଖାଇଲେ ଅଟୋ ଡ୍ରାଇଭର

ଭୁୁବନେଶ୍ୱର: ଅଟୋ ଡ୍ରାଇଭର ଏବଂ ଅନଲାଇନ ଅଟୋଡ୍ରାଇଭରଙ୍କ ମଧ୍ୟରେ ଚାଲିଛି ଖଣ୍ଡ ଯୁଦ୍ଧ । କେତେବେଳେ ବାଇକକୁ ନେଇ ତ କେତେବେଳେ ଅଟୋକୁ ନେଇ ବିବାଦ । ଅଫଲାଇଲନ ଅଟୋ ଡ୍ରାଇଭର ଓ ଅନଲାଇନ ଅଟୋ ଡ୍ରାଇଭରଙ୍କ ମଧ୍ୟର ଦେଖା ଦେଲା ବିବାଦ । ଆଉ ଏହା କେବଳ ଯାତ୍ରୀ ଉଠାଣକୁ ନେଇ। ଭୁବନେଶ୍ୱର ରସୁଲଗଡ଼ର ଅଟୋ ଡ୍ରାଇଭର ଓ ଅନଲାଇନ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ଲାଗିଛି ଯୁକ୍ତିତର୍କ । ଆଉ ଏହି ତୁତୁ ମେମେ ଶେଷରେ ହାତା ହାତିରେ ପହଞ୍ଚିଥିଲା । ଏହା ଅଟୋ ଡ୍ରାଇଭରଙ୍କୁ ଗୁଡେଇ ତୁଡେଇ ପିଟିଥିଲେ । ଆଉ ଯାତ୍ରୀ ଉଠାଣକୁ ନେଇ ଏଭଳି ହାତାହାତି ପରିସ୍ଥିତି ଉପୁଜିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking