43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗବଟି ପାଇଁ କିନ୍ନରଙ୍କ ଉପରେ ଆକ୍ରମଣ

ବଟି ପାଇଁ କିନ୍ନରଙ୍କ ଉପରେ ଆକ୍ରମଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ କିନ୍ନର ମାନେ ଭିନ୍ନ ଭିନ୍ନ ଉପାୟରେ ରୋଜଗାର କରୁଥିବା ବେଳେ ଯାଜପୁର ର କିନ୍ନର ଗୋଷ୍ଠୀ ସେମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୋମବାର ଏ ନେଇ କେନ୍ଦୁଝର କିନ୍ନର ଗୋଷ୍ଠୀ ସଦର ଥାନା ରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଯାଜପୁର କିନ୍ନର ଗୋଷ୍ଠୀ ର କିଛି ସଦସ୍ୟ ରବିବାର ରାତିରେ ବନ।ଯୋଡି ଟୋଲ ଗେଟ ଠାରେ କେନ୍ଦୁଝର କିନ୍ନର ମାନଙ୍କୁ ଜଣଙ୍କ ପିଛା ୬,୦୦୦ ଟଙ୍କା ମାଗିଥିଲେ। ଏଥିରେ କେନ୍ଦୁଝର କିନ୍ନର ଗୋଷ୍ଠୀ ରାଜି ନ ହେବାରୁ କେନ୍ଦୁଝର କିନ୍ନର ମାନଙ୍କୁ ମାଡ ମାରିବା ସହିତ ସୁନା ଗହଣା ଛଡାଇ ନେଇଥିଲେ। ଏହି ଘଟଣା ରେ ପ୍ରିତି କିନ୍ନର ନାମକ ଜଣେ କିନ୍ନର ଆହତ ହେଇଥିବା ବେଳେ ଯାଜପୁର କିନ୍ନର ମାନେ ତାଙ୍କୁ ଜୀବନ ରେ ମାରି ଦେବାକୁ ଧମକ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking