31 C
Bhubaneswar
Saturday, June 6, 2026
Homeଓଡିଶାଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଘରେ ଭିଜିଲାନ୍ସର ଚଢାଉ । ସ୍ୱତନ୍ତ୍ର ବିଚାରପତି , ଭିଜିଲାନ୍ସ , ଭୁବନେଶ୍ୱରଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ଏସପି , ୫ ଜଣ ଡିଏସପି , ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢାଉ କରାଯାଇଛି । ଭୁବନେଶ୍ୱର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡାରେ ୯ଟି ସ୍ଥାନରେ ଚଢାଉ ଜାରି ରହିଛି । ଘରୁ ଏଯାଏଁ ପୁଳା ପୁଳା ସୁନା , ରୂପା ବିଡା ବିଡା ନୋଟ , ଦାମୀ ଘଣ୍ଟା ସବୁ ଜବତ କରାଯାଇଛି । ଆହୁରି ଅଧିକ ତଥ୍ୟ ପାଇଁ ଚଢାଉ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking