28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକ'ଣ ହେବ ଆସାମ ଭାଗ୍ୟ

କ’ଣ ହେବ ଆସାମ ଭାଗ୍ୟ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକ ତୃତୀୟ ପର୍ଯ୍ୟାୟ ଅନୁସାରେ, ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ମତଦାନ ସମୟ ଅନୁସାରେ ଆରମ୍ଭ ହୋଇଥିଲା । ଆଜି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ମୋଟ ୪୭୫ ସିଟରେ ମତଦାନ ହୋଇଥିଲା । ତାମିଲନାଡୁରେ ୬.୨୮ କୋଟିରୁ ଅଧିକ ମତାଦାତା ଅଛନ୍ତି । ଯେତେବେଳେ କି ୩୯୯୮ ଆଶାୟୀ ନିର୍ବାଚନ ମଇଦାନରେ ଅଛନ୍ତି । ଆସାମ ବିଧାନସଭା ନିର୍ବାଚନର ତୃତୀୟ ଓ ଅନ୍ତିମ ପର୍ଯ୍ୟାୟରେ ୪୦ ବିଧାନସଭା ସିଟ ପାଇଁ ମତଦାନ ହୋଇଥିଲା । ଯେଉଁଠି ମନ୍ତ୍ରୀ ହିମନ୍ତ ବିଶ୍ୱା ସରମା ସହିତ ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଆସାମରେ ୭୮.୯୪ ପ୍ରତିଶତ ଭୋଟ ଗ୍ରହଣ ହଇଥିବା ବେଳେ ତାମିଲନାଡୁରେ ୬୨.୮୬ ପ୍ରତିଶତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking