ଭୁବନେଶ୍ୱର : ଆସ୍କା ୪୦ ଓ ବିୟରର ଦାମ ବୃଦ୍ଧି କଲେ ରାଜ୍ୟ ସରକାର । ବିୟର ବୋତଲ ପିଛା ୧୦ ଟଙ୍କା ଦର ବଢିଲା । ଆସ୍କା – ୪୦ର ଦାମ ୬୦ ଟଙ୍କାରୁ ୭୦ ଟଙ୍କାକୁ ବଢିଲା । ଡିସେମ୍ବର ୧ରି ବର୍ଦ୍ଦିତ ଦାମ ଲାଗୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଜସ୍ୱ କ୍ଷତିକୁ ଦେଖି ପ୍ରାଇସ ଫ୍ରିକ୍ସେସନ କମିଟି ରିପୋର୍ଟ ଆଧାରରେ ବୃଦ୍ଧି କରାଯାଇଛି ।