ଅଯୋଧ୍ୟା: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଆରତୀ ସମୟରେ ଫୁଲ ବର୍ଷା କରାଇବ ଭାରତୀୟ ସେନା ହେଲିକପ୍ଟର ଏବଂ ମନ୍ଦିରରେ ଆରତୀ ସମୟରେ ୩୦ କଳାକାର ମନ୍ଦିର ପରିସରରେ ବିଭିନ୍ନ ଭାରତୀୟ ବାଦ୍ୟଯନ୍ତ୍ର ବଜାଇବେ। ଏନେଇ ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମନ୍ଦିର କର୍ତ୍ତୃପକ୍ଷ ଏହା ମଧ୍ୟ କହିଛନ୍ତି ସେ ସମସ୍ତ ଅତିଥିଙ୍କୁ ଘଣ୍ଟି ଦିଆଯିବ ଯାହା ଆରତୀ ସମୟରେ ବାଜିବ।