34.1 C
Bhubaneswar
Tuesday, April 15, 2025
Homeଦେଶ ବିଦେଶଆରତୀ ସମୟରେ ଅଯୋଧ୍ୟାରେ ଫୁଲ ବର୍ଷା କରିବ ସେନା ହେଲିକପ୍ଟର

ଆରତୀ ସମୟରେ ଅଯୋଧ୍ୟାରେ ଫୁଲ ବର୍ଷା କରିବ ସେନା ହେଲିକପ୍ଟର

ଅଯୋଧ୍ୟା: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଆରତୀ ସମୟରେ ଫୁଲ ବର୍ଷା କରାଇବ ଭାରତୀୟ ସେନା ହେଲିକପ୍ଟର ଏବଂ ମନ୍ଦିରରେ ଆରତୀ ସମୟରେ ୩୦ କଳାକାର ମନ୍ଦିର ପରିସରରେ ବିଭିନ୍ନ ଭାରତୀୟ ବାଦ୍ୟଯନ୍ତ୍ର ବଜାଇବେ।  ଏନେଇ ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମନ୍ଦିର କର୍ତ୍ତୃପକ୍ଷ ଏହା ମଧ୍ୟ କହିଛନ୍ତି ସେ ସମସ୍ତ ଅତିଥିଙ୍କୁ ଘଣ୍ଟି ଦିଆଯିବ ଯାହା ଆରତୀ ସମୟରେ ବାଜିବ। 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking