28.1 C
Bhubaneswar
Wednesday, May 22, 2024
Homeଓଡିଶାଅର୍ଚ୍ଚନା ନାଗ୍‌ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ, ଇଡିରେ ହାଜର ହେଲେ ୨ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ

ଅର୍ଚ୍ଚନା ନାଗ୍‌ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ, ଇଡିରେ ହାଜର ହେଲେ ୨ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ କରୁଛି ଇଡି । ଆଜି ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗ ଓ ଖଗେଶ୍ୱରଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ । ଇଡିରେ ହାଜର ହେବାକୁ ଦୁଇ ଜଣଙ୍କୁ ସମନ ହୋଇଥିଲା । ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ପଚରାଉଚରା କରିବ ଇଡି । କେଉଁଠି ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ରହିଛି? କେତେ ଟଙ୍କାର ସମ୍ପତ୍ତି ରହିଛି? ୍ଣସ ନେଇ କରିବ ଖୋଳତାଡ ।

ଅର୍ଚ୍ଚନା ହନିଟ୍ରାପ୍ ମାମଲା: ସତ୍ୟବିହାର ଘରର ଆକଳନ କଲା ଇଡି, ଜେଲରେ ଖଗେଶ୍ୱରଙ୍କୁ ଜେରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking