27.1 C
Bhubaneswar
Tuesday, May 21, 2024
Homeଓଡିଶାବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ୨୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି ….
ବଣାଇ-ଭୀମସେନ ଚୌଧୁରୀ
ବାରିପଦା-ସାନନ୍ଦ ମାରାଣ୍ଡି
ବ୍ରଜରାଜନଗର-ଅଳକା ମହାନ୍ତି
ଝାରସୁଗୁଡା-ଦୀପାଳି ଦାସ
ତାଳସରା-ବିଜୟ ଟପ୍ପୋ
ସୁନ୍ଦରଗଡ-ଯୋଗେଶ ସିଂହ
ରାଜଗାଙ୍ଘପୁର-ଅନୀଲ ବାର୍ଲା
ଯଶୀପୁର-ଚକ୍ରଧର ହେମ୍ବ୍ରମ୍‌
ଉଦଳା-ଶ୍ରୀନାଥ ସୋରେନ
ବଡସାହି-ଅନସୂୟା ପାତ୍ର

ମୋରଡା-ପ୍ରୀତିନନ୍ଦା କାନୁନଗୋ
ସୋର-ମାଧବ ଧଡା
ଆଠ ମଲିକ- ନଳିନୀ ପ୍ରଧାନ
ବୀରମହାରାଜପୁର-ପଦ୍ମନାଭ ବେହେରା
ଖଡିଆଳ-ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ-ଜୟଶ୍ରୀ କହଁର
ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା,
ତିର୍ତ୍ତୋଲ-ରମାକାନ୍ତ ଭୋଇ
ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର ଉତ୍ତର – ସୁଶାନ୍ତ ରାଉତ
ଏକାମ୍ର-ଅଶୋକ ପଣ୍ଡା
ଖଲ୍ଲିକୋଟ-ସୂର୍ଯ୍ୟମଣି ବୈଦ୍ୟ

ଆସିକା – ମଞ୍ଜୁଲତା ସ୍ୱାଇଁ
ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ
ପାରଳାଖେମୁଣ୍ଡି-ରୂପେଶ ପାଣିଗ୍ରାହୀ
ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ
ପଟାଙ୍ଗୀ-ପ୍ରଫୁଲ୍ଲ ପାଙ୍ଗୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking