27.1 C
Bhubaneswar
Tuesday, May 21, 2024
Homeଓଡିଶାବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

୧)ରେଙ୍ଗାଲି-ସୁଦର୍ଶନ ହରିପାଲ
୨)ରାଉଲକେଲା-ଶାରଦା ନାୟକ
୩)ବୀରମିତ୍ରପୁର-ରୋହିତ ଯୋଶେଫ ତିର୍କୀ
୪)କେନ୍ଦୁଝର-ମୀନା ମାଝୀ
୫)ରାଇରଙ୍ଗପୁର-ରାଇସିଂ ମୁର୍ମୁ
୬)ବାଲେଶ୍ୱର-ସ୍ୱରୂପ ଦାସ
୭)ବାରବାଟୀ କଟକ- ପ୍ରକାଶ ବେହେରା
୮)ସାଲେପୁର- ପ୍ରଶାନ୍ତ ବେହେରା
୯)ଜୟେଦେବ-ନବକିଶୋର ମଲ୍ଲିକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking