27.1 C
Bhubaneswar
Saturday, July 27, 2024
Homeଓଡିଶାପୁଣି ମାତିଲେ ମାଓବାଦୀ; ଜାଳିଦେଲେ ୧୪ଟି ଗାଡ଼ି

ପୁଣି ମାତିଲେ ମାଓବାଦୀ; ଜାଳିଦେଲେ ୧୪ଟି ଗାଡ଼ି

ମାଲକାନଗିରି : ମାଓବାଦୀଙ୍କ ଲଙ୍କାକାଣ୍ଡ । ୧୪ଟି ଗାଡ଼ି ଜାଳିଦେଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ଭାଁସି ନିକଟରେ ରେଲୱେ ଲାଇନ୍ ଦୋହରକରଣ ପାଇଁ ନିୟୋଜିତ ଥିବା ଗାଡ଼ିକୁ ଜାଳି ଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସର୍ଚ୍ଚ ଅପରେସନ ଜୋରଦାର କରିଛି । ଏନେଇ ସୂଚନା ଦେଇଛନ୍ତି ଦନ୍ତେୱାଡା ASP ଆର କେ ବର୍ମନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking