29.1 C
Bhubaneswar
Saturday, April 27, 2024
Homeଓଡିଶାଅନାମ ନାଏକ ଗିରଫ

ଅନାମ ନାଏକ ଗିରଫ

ଭୁବନେଶ୍ୱର: ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ ଗିରଫ । ଆୟ ବହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଅନାମଙ୍କୁ ନେଇ ଜୟପୁର ଭିଜିଲାନ୍ସ ବିଭାଗର ସୂଚନା । ନିକଟରେ ଅନାମଙ୍କ ଭବାନୀପାଟଣା ସ୍ଥିତ ଘର ଏବଂ ହୋଟେଲ ରେଡ କରିଥିଲା ଭିଜିଲାନ୍ସ । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଭବାନୀପାଟଣାର ବିଜେଡି ବିଧାୟକ ଥିଲେ ଅନାମ ।
https://onakhabar.com/2020/01/23/mid-day/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking