ଭୁବନେଶ୍ୱର: ଖୁବଶିଘ୍ର ଓଡିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର ବଣ୍ଟାଯିବ । ପ୍ରେସମିଟରେ ସୂଚନା ଦେଲେ ପଞ୍ଚାୟତରାଜ ମନ୍ତ୍ରୀ ଓ ସଚିବ । ବହୁ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ଅଭିଯୋଗ ଆସିଥିଲା । ସାଧାରଣ ଜନତାଙ୍କଠାରୁ ବିସ୍ରୃତ ଅଭିଯୋଗ ମଗାଯାଇଥିଲା । ସେସବୁ ତର୍ଜମା କରାଯାଉଛି,ଖୁବଶିଘ୍ର ଆବାସ ଘର ବଣ୍ଟାଯିବ ।