36.1 C
Bhubaneswar
Monday, May 20, 2024
Homeଓଡିଶାମୁଣ୍ଡଳି ଟୋଲ୍ ଗେଟ୍ ବନ୍ଦ

ମୁଣ୍ଡଳି ଟୋଲ୍ ଗେଟ୍ ବନ୍ଦ

ଆଠଗଡ: ଅନ୍ୟାଦେଶ ଯାଏଁ ମୁଣ୍ଡଳି ଗେଟାଲ ଗେଟ୍ ବନ୍ଦ । ଛତିଶଗଡ ତୀର୍ଥଯାତ୍ରାକୁ ଆକ୍ରମଣ ପରେ ପ୍ରଶାନର ନିଷ୍ପତ୍ତି । ଓବିସିସି ସହ ବୈଠକ ପରେ କେବେ ଖୋଲିବ  ନିଷ୍ପତ୍ତି । ଆଠଗଡ ଉପଜିଲ୍‌ଲାପାଳ ହେମନ୍ତ କୁମାର ସ୍ୱାଇଁ ଙ୍କ ସୂଚନା ଦେଇଛନ୍ତି । ଆକ୍ରମଣ ଘଟଣାରେ ଦୋଷୀଙ୍‌କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।

ଖୁବଶିଘ୍ର ୯ ଲକ୍ଷ ଆବାସ ବଣ୍ଟନ: ପଞ୍ଚାୟତରାଜ ମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking