28.1 C
Bhubaneswar
Tuesday, May 21, 2024
Homeଓଡିଶାରାଗିଂ ଅଭିଯୋଗ ଭିତ୍ତିହୀନ - ଅଧ୍ୟକ୍ଷା

ରାଗିଂ ଅଭିଯୋଗ ଭିତ୍ତିହୀନ – ଅଧ୍ୟକ୍ଷା

ଭୁବନେଶ୍ୱର : ରମାଦେବୀ ଜୁନିୟର କଲେଜ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ଘଟଣା । ଅଭିଯୋଗକୁ ଭିତ୍ତିହୀନ କହିଲେ କଲେଜ ଅଧ୍ୟକ୍ଷା ସରୋଜ ଲକ୍ଷ୍ମୀ ସିଂ । ଅଭିଯୋଗ ଆଣିଥିବା ଛାତ୍ରୀ ଆମ କଲେଜରେ ୧୦ ଦିନ ଥିଲେ । ସେପ୍ଟେମ୍ବର ୪ରୁ ୧୪ ତାରିଖ ଯାଏଁ ଆମ କଲେଜରେ ଥିଲେ । ଛାତ୍ରୀଜଣଙ୍କ ଟିସି ନେଇ ଆମ କଲେଜ କ୍ୟାମ୍ପସ ଛାଡିଛନ୍ତି । ଯେଉଁ ମାନଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସେମାମଙ୍କ ସହ ୧୦ ଦିନ ମିଶିଥିଲେ । ୧୪ ତାରିଖ ଦିନ ଅଭିଯୋଗ ଆଣି କଲେଜ ହଷ୍ଟେଲ ଛାଡିଥିଲେ । ଆଣ୍ଟି ରାଗିଂ ସେଲର ରିପୋର୍ଟ ଅନୁଯାୟୀ ଅଭିଯୋଗ ଭିତ୍ତିହୀନ ।

ଓଜନ କମାଇବାକୁ ଚାହୁଁଛନ୍ତି କି? ତାହାଲେ ଏହି ସମୟରେ ଭୋଜନ କରନ୍ତୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking