ଓଜନ କମାଇବାକୁ ଚାହୁଁଛନ୍ତି କି? ତାହାଲେ ଏହି ସମୟରେ ଭୋଜନ କରନ୍ତୁ

ନୂଆଦିଲ୍ଲୀ : ଆଜିକାଲିର ଯୁବଗୋଷ୍ଠୀ ସମସ୍ତେ ସ୍ଲିମ୍‌ଫିଟ୍‌ ରହିବାକୁ ପସନ୍ଦ କରୁଛନ୍ତି। ଏମିତିକି ସେମାନେ ମୋଟାପଣରୁ ଦୂରେଇ ରହିବାକୁ ପ୍ରୟାସରେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ଫଳରେ ସେମାନେ ମନ ମୁତାବକ ନିଜ ଶରୀରର ଓଜନ ହ୍ରାସ କରିଥାନ୍ତି। ଓଜନ କମାଇବା ପ୍ରାୟ ଲୋକେ ପାଇଁ ଖାଦ୍ୟ ଖାଇବା ବନ୍ଦ କରିଦିଅନ୍ତି। ନିଜ ୱେଟ୍ ଲସ୍ କରିବା ପାଇଁ ସାଲାଡ୍ ଆଦି ହାଲୁକା ଖାଦ୍ୟ ଖାଇଥାନ୍ତି। ହେଲେ ଆପଣ ଜାଣନ୍ତି ଏହା କରିବା ସ୍ୱାସ୍ଥ୍ୟ ପ୍ରତି ବିପଦପୂର୍ଣ୍ଣ। କାରଣ … Continue reading ଓଜନ କମାଇବାକୁ ଚାହୁଁଛନ୍ତି କି? ତାହାଲେ ଏହି ସମୟରେ ଭୋଜନ କରନ୍ତୁ