36.1 C
Bhubaneswar
Sunday, May 19, 2024
Homeବିଜିନେସ୍୯ ପର୍ଯ୍ୟନ୍ତ ସବୁ ଫ୍ଲାଇଟ୍ ବାତିଲ

୯ ପର୍ଯ୍ୟନ୍ତ ସବୁ ଫ୍ଲାଇଟ୍ ବାତିଲ

ପୁଣେ: ଘରୋଇ ଏୟାରଲାଇନ୍ସ ଗୋଫାଷ୍ଟ୍ ପକ୍ଷରୁ ଚଳିତମାସ ୯ ପର୍ଯ୍ୟନ୍ତ ସମସ୍ତ ଉଡାଣକୁ ବାତିଲ କରାଯାଇଛି । ଦେବାଳିଆ ହୋଇପଡିଥିବା ଏହି ଏୟାରଲାଇନ୍ସ ପ୍ରଥମେ ଦୁଇଦିନ ପାଇଁ ଅର୍ଥାତ ମେ’ ୩ ଓ ୪ ପର୍ଯ୍ୟନ୍ତ ସମସ୍ତ ଉଡାଣକୁ ରଦ୍ଦ କରିଥିଲା । ତେବେ ଗୁରୁବାର ଏୟାରଲାଇନ୍ସ କର୍ତ୍ତୃପକ୍ଷ ଏହି ସମୟସୀମା ମେ’ ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଫଳରେ ଅଗ୍ରୀମ ଟିକଟ ବୁକିଂ କରିଥିବା ସହସ୍ରାଧିକ ଯାତ୍ରୀଙ୍କୁ ନିରାଶ ହେବାକୁ ପଡିଛି । ଅବଶ୍ୟ ଏଭଳି ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରସ୍ତ କରାଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।

ଗୋ-ଫାଷ୍ଟ୍‌କୁ ଦେବାଳିଆ ଘୋଷଣା ମାମଲା; ଏନ୍‌ସିଏଲଟିରେ ରାୟ ସଂରକ୍ଷିତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking