24.1 C
Bhubaneswar
Wednesday, May 6, 2026
Homeଓଡିଶାଟ୍ରେନ ଧକ୍କାରେ ଚାଲିଗଲା ଅଜଣା ବ୍ୟକ୍ତିଙ୍କ ଜୀବନ

ଟ୍ରେନ ଧକ୍କାରେ ଚାଲିଗଲା ଅଜଣା ବ୍ୟକ୍ତିଙ୍କ ଜୀବନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଲିଙ୍କ ଏକ୍ସପ୍ରେସ ଟ୍ରେନ ମୁରିବାହାଲ ପଟୁ କଣ୍ଟାବାଞ୍ଜିକୁ ପ୍ରବେଶ କରୁଥିବା ବେଳେ, ଜଣେ ଅଜଣା ବ୍ୟକ୍ତି ଟ୍ରେନ ଲାଇନ ପାର ହେଉଥିବା ସମୟରେ ଟ୍ରେନ ଧକ୍କାରେ ମୁଣ୍ଡରେ ଆଘାତ ଲାଗି ଘଟଣାସ୍ଥଳରେ ଗୁରୁତ୍ତର ହୋଇ ଟ୍ରାକ ତଳେ ପଡ଼ିଥିବା ଅବସ୍ଥାରେ ଖବର ପାଇଁ ଡିଉଟିରେ ଥିବା ଆରପିଏଫ ପୁଲିସ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking