33.1 C
Bhubaneswar
Sunday, June 26, 2022
Homeଦେଶ ବିଦେଶଅମୃତସର ହସ୍ପିଟାଲ ରେ ଅଗ୍ନିକାଣ୍ଡ

ଅମୃତସର ହସ୍ପିଟାଲ ରେ ଅଗ୍ନିକାଣ୍ଡ

ପଞ୍ଜାବ: ପଞ୍ଜାବ ଅମୃତସର ହସ୍ପିଟାଲରେ ଅଗ୍ନିକାଣ୍ଡ । ଓପିଡି ନିକଟରେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ । ଚର୍ମ ଓ ହୃଦରୋଗ ବିଭାଗରେ ନିଆଁ ଲାଗିଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପହଁଚି ୨ ଟି ଦମକଳ ବାହିନୀ ର ନିଆଁ ଲିଭା କାର୍ଯ୍ୟ ଜାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking