ପଞ୍ଜାବ: ପଞ୍ଜାବ ଅମୃତସର ହସ୍ପିଟାଲରେ ଅଗ୍ନିକାଣ୍ଡ । ଓପିଡି ନିକଟରେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ । ଚର୍ମ ଓ ହୃଦରୋଗ ବିଭାଗରେ ନିଆଁ ଲାଗିଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପହଁଚି ୨ ଟି ଦମକଳ ବାହିନୀ ର ନିଆଁ ଲିଭା କାର୍ଯ୍ୟ ଜାରୀ ।