29.1 C
Bhubaneswar
Wednesday, April 24, 2024
Homeଅପରାଧ୧୫ ବର୍ଷୀୟ ବାଳକର ଯୌନାଙ୍ଗରେ ଫସିଗଲା ୟୁଏସବି କେବୁଲ, ଆଉ ତା’ପରେ…

୧୫ ବର୍ଷୀୟ ବାଳକର ଯୌନାଙ୍ଗରେ ଫସିଗଲା ୟୁଏସବି କେବୁଲ, ଆଉ ତା’ପରେ…

ନୂଆଦିଲ୍ଲୀ : ଅନେକ ଥର ଅନାବଶ୍ୟକ ପରୀକ୍ଷଣ ନିଜ ଉପରେ ହିଁ ଭାରି ପଡେ । ସେହିପରି ଲଣ୍ଡନରେ ୧୫ ବର୍ଷୀୟ ଜଣେ ବାଳକ ଏକ ଅଜବ ପରୀକ୍ଷଣ କରୁଥିବା ବେଳେ ୟୁଏସବି କେବୁଲ ତାର ଯୌନାଙ୍ଗରେ ଫସିଯାଇଥିଲା । ଡାକ୍ତରମାନେ ସେହି ୟୁଏସବି କେବଲକୁ କାଢ଼ିବା ପାଇଁ ଶେଷରେ ଅପରେସନ କରିଥିଲେ ।

ଡାକ୍ତରଙ୍କ କହିବା ମୁତାବକ, ବାଳକଟି ନିଜ ଯୌନାଙ୍ଗର ଲମ୍ବାକୁ ୟୁଏସବି କେବଲ ସାହାଯ୍ୟରେ ମାପୁଥିଲା । ରିପୋର୍ଟ ମୁତାବକ, ଏହି ଅଦ୍ଭୁଦ ପରୀକ୍ଷଣ ବାଳକ ଉପରେ ବିପଜ୍ଜନକ ପ୍ରମାଣିତ ହୋଇଥିଲା ଓ କେବୁଲ ତାରଟି ବାଳକର ପ୍ରାଇଭେଟ୍ ପାର୍ଟରେ ଫସି ଯାଇଥିଲା । ୟୁଏସବି କେବୁଲର ୨ଟି ଯାକ ଅଗ୍ର ପ୍ରାଇଭେଟ ପାର୍ଟରେ ପଶିଯାଇଥିଲା, ଫଳରେ ତାକୁ ବାହାର କରିବା କଷ୍ଟକର ହୋଇଥିଲା ।

ତେବେ ୟୁଏସବି କେବୁଲକୁ କାଢ଼ିବା ପାଇଁ ବାଳକଟି ଅନେକ ଚେଷ୍ଟା କରିଥିଲା, କିନ୍ତୁ ପରିସ୍ରା ବାଟରେ ରକ୍ତ ପଡ଼ିବାରେ ଲାଗିଲା । ଏହାକୁ ଦେଖି ପରିବାର ଲୋକ ଚିନ୍ତିତ ହେବା ସହ ତୁରନ୍ତ ତାକୁ ମେଡିକାଲ ନେଇଥିଲେ । ମେଡିକାଲରେ ବାଳକର ଅବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ଡାକ୍ତରମାନେ ଅପରେସନ କରି କେବୁଲକୁ ବାହାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking