29.1 C
Bhubaneswar
Thursday, November 12, 2026
Homeଓଡିଶାଆଉ ନିର୍ବାଚନ ଲଢିବେନି ବିଧାୟକ ସାରଦା

ଆଉ ନିର୍ବାଚନ ଲଢିବେନି ବିଧାୟକ ସାରଦା

ଭୁବନେଶ୍ୱର: ୨୦୨୯ ନିର୍ବାଚନ ଲଢିବେ ନାହିଁ ରାଉରକେଲା ବିଧାୟକ ସାରଦା ନାୟକ । ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନ ରାଜନୀତିରୁ ଦୂରେଇ ରହିବେ ବୋଲି ଆଜି ମଦ ବିରୋଧୀ ଆନ୍ଦୋଳନ ଅବସରରେ ନିଜେ ଦେଲେ ସୂଚନା । ସାରଦାଙ୍କ ସୂଚନା ପରେ ରାଉରକେଲା ରାଜନୀତିକୁ ନେଇ ବଢିଲା ଚର୍ଚ୍ଚା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking