30.1 C
Bhubaneswar
Monday, October 26, 2026
Homeଓଡିଶାଆସନ୍ତାକାଲି କୋଟିଆ କମିଟିର ବୈଠକ

ଆସନ୍ତାକାଲି କୋଟିଆ କମିଟିର ବୈଠକ

ଭୁବନେଶ୍ୱର : କୋଟିଆ ବିକାଶକୁ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆସନ୍ତାକାଲି କୋଟିଆର ବିକାଶ ଓ ଆଗାମୀ ଯୋଜନାକୁ ନେଇ ବସିବ କମିଟି ବୈଠକ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ । ଅଢ଼େଇ ବର୍ଷ ମଧ୍ୟରେ କୋଟିଆରେ କେତେ ବିକାଶ ହୋଇଛି, କେଉଁ କେଉଁ କାମ ହୋଇଛି ଏବଂ ଆଗକୁ କ’ଣ ରହିଛି ଯୋଜନା, ତାହାର ହେବ ସମୀକ୍ଷା ।କୋଟିଆର ବିକାଶ ସହ ଓଡ଼ିଶାର ଅସ୍ମିତାକୁ ଯୋଡ଼ି ମନ୍ତ୍ରୀ ଦେଇଛନ୍ତି ଏକତାର ଆହ୍ୱାନ । “ଆମ ଅସ୍ମିତା, ଆମ କୋଟିଆ” ପାଇଁ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି । ସେପଟେ, କୋଟିଆରେ ନିକଟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସାମିଲ ହୋଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜସ୍ୱ ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking