27.1 C
Bhubaneswar
Monday, October 19, 2026
Homeଓଡିଶାଅକ୍ଟୋବରରେ ବାତ୍ୟା ଭୟ : ୨୧ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ !

ଅକ୍ଟୋବରରେ ବାତ୍ୟା ଭୟ : ୨୧ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ !

ଭୁବନେଶ୍ୱର : ପୁଣି ଡରାଇଲା ଅକ୍ଟୋବରରେ ବାତ୍ୟା ଭୟ । ୨୧ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ । ପରବର୍ତ୍ତୀ ସମୟରେ ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହେବା ଆଶଙ୍କା । ହୋଇପାରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁହାଁ । ୨୧ ତାରିଖ ବେଳକୁ ଅଣ୍ଡାମାନ ସାଗରରେ ଏକ ଘୂଣ୍ଣିର୍ବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଘନୀଭୂତ ହୋଇ ୨୪କିମ୍ବା ୨୫ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏହା କେତେ ଘନୀଭୂତ ହେବ ଏବଂ କେଉଁ ଦିଗକୁ ଯିବ ସେ ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ଆକଳନ କରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking