ବ୍ରହ୍ମପୁର: ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଏବିଭିପିର ବିଜୟ ହୋଇଛି ସେହିପରି ଗଣ୍ଡଳା ବେଲେଶ୍ୱର ଡିଗ୍ରୀ କଲେଜରେ ଏବିଭିପି ବାଜିମାତ ମାରିଛି । ଲକ୍ଷ୍ମୀପୁର ଡିଗ୍ରୀ କଲେଜରେ ବିସିଜେଡିର ସଭାପତି ପ୍ରାର୍ଥୀ ଗଣେଶ ମାଝୀ ବିଜୟୀ ହୋଇଛନ୍ତି ।