ଅନୁଗୋଳ ମହିଳା ମହାବିଦ୍ୟାଳୟରେ ଏବିଭିପି ବିଜୟୀ
ଅନୁଗୋଳ: ଅନୁଗୋଳ ମହିଳା ମହାବିଦ୍ୟାଳୟରେ ଏବିଭିପି (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ) ବିଜୟ ହାସଲ କରିଛି। ଏବିଭିପି ପ୍ରାର୍ଥୀ ଆକାଂକ୍ଷା ପ୍ରଧାନ ସଭାପତି ପଦରେ ବିଜୟୀ ହୋଇଛନ୍ତି। ଏଠାରେ ସିମରନ ସାହୁ ଉପସଭାପତି ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ, ଅନ୍ତେଇ କଲେଜରେ ଏବିଭିପି ପ୍ରାର୍ଥୀଙ୍କ ବିଜୟ ହାସଲ ହୋଇଛି। କେନ୍ଦ୍ରାପଡ଼ା ବିଜୁ ପଟ୍ଟନାୟକ କଲେଜ, କଟକ କଲେଜ, କିଶୋର ନଗର ଡିଗ୍ରି କଲେଜ୍ରେ ଏବିଭିପି ବିଜୟ ହାସଲ କରିଛି। ଦଶପଲ୍ଲାରେ ବିସିଜେଡି ବିଜୟୀ
Copy and paste this URL into your WordPress site to embed
Copy and paste this code into your site to embed