31.1 C
Bhubaneswar
Thursday, October 15, 2026
Homeଓଡିଶାଅନୁଗୋଳ ମହିଳା ମହାବିଦ୍ୟାଳୟରେ ଏବିଭିପି ବିଜୟୀ

ଅନୁଗୋଳ ମହିଳା ମହାବିଦ୍ୟାଳୟରେ ଏବିଭିପି ବିଜୟୀ

ଅନୁଗୋଳ: ଅନୁଗୋଳ ମହିଳା ମହାବିଦ୍ୟାଳୟରେ ଏବିଭିପି (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ) ବିଜୟ ହାସଲ କରିଛି। ଏବିଭିପି ପ୍ରାର୍ଥୀ ଆକାଂକ୍ଷା ପ୍ରଧାନ ସଭାପତି ପଦରେ ବିଜୟୀ ହୋଇଛନ୍ତି। ଏଠାରେ ସିମରନ ସାହୁ ଉପସଭାପତି ହୋଇଛନ୍ତି।  ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ, ଅନ୍ତେଇ କଲେଜରେ ଏବିଭିପି ପ୍ରାର୍ଥୀଙ୍କ ବିଜୟ ହାସଲ ହୋଇଛି। କେନ୍ଦ୍ରାପଡ଼ା ବିଜୁ ପଟ୍ଟନାୟକ କଲେଜ, କଟକ କଲେଜ, କିଶୋର ନଗର ଡିଗ୍ରି କଲେଜ୍‌ରେ ଏବିଭିପି ବିଜୟ ହାସଲ କରିଛି।

ଦଶପଲ୍ଲାରେ ବିସିଜେଡି ବିଜୟୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking