33.1 C
Bhubaneswar
Saturday, October 10, 2026
Homeଓଡିଶାନବୀନଙ୍କୁ କଟାକ୍ଷ କଲେ ଗୋକୁଳାନନ୍ଦ ମଲ୍ଲିକ

ନବୀନଙ୍କୁ କଟାକ୍ଷ କଲେ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର: ବିରୋଧୀଦଳ ନେତା ନବୀନ ପଟ୍ଟନାୟକକଙ୍କୁ କଟାକ୍ଷ କଲେ ଗୋକୁଳାନନ୍ଦ ମଲ୍ଲିକ । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ନବୀବଙ୍କ ସକ୍ରିୟତାକୁ ନେଇ କାଟକ୍ଷ କଲେ । ଭୁବନେଶ୍ୱରରେ ପଦଯାତ୍ରା କଲେ ଗଞ୍ଜାମ ଲୋକ କଣ ଭୋଟ ଦେବେ । ନିର୍ବାଚନ ଜିତିବା ପରଠାରୁ ନବୀନ ବାବୁ ହିଞ୍ଜିଳି ଯାଇନାହାନ୍ତି । ନବୀନ ବାବୁ ହିଞ୍ଜିଳିର ସବୁ ପଞ୍ଚାୟତ ନା କହିଲେ ରାଜନୀତି ଛାଡିଦେବି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking