ଭୁବଶ୍ୱେର: ବିଜେଡି ଏବେ ପତନାଭିମୁଖୀ କହିଲେ ବିଜେପି ସା. ସଂପାଦକ ବିରଞ୍ଚି ତ୍ରିପାଠୀ । ବିଜେଡି ଏବେ ଓଡିଶା ରାଜନୀତିରେ ଅସ୍ତଗାମୀ ଦଳ । ପ୍ରତିଦିନ କର୍ମୀ, ବିଧାୟକ ଓ ସାଂସଦ ବିଜେଡି ଛାଡି ବିଜେପିକୁ ଆସୁଛନ୍ତି । ସକରାତ୍ମକ ବିରୋଧୀ ଦଳ ଭାବେ କାମ କରୁ ବିଜେଡି- ବିଜେପି । ବିଜେପିର ଗୋଟିଏ ବି ବିଫଳତା ନବୀନ କହିଲେ କି ପ୍ରଶ୍ନ କଲେ ବିରଞ୍ଚି ତ୍ରିପାଠୀ ।










