31.1 C
Bhubaneswar
Friday, October 9, 2026
Homeଓଡିଶାଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା: ଜଣେ ଡ୍ରାଇଭର ମୃତ

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା: ଜଣେ ଡ୍ରାଇଭର ମୃତ

ବଲାଙ୍ଗିର : ବଲାଙ୍ଗିର ସଇଁତଳାରେ ସିରିଜ ଦୁର୍ଘଟଣା । ଟ୍ରେଲର ସହ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା । ଜଣେ ଡ୍ରାଇଭର ମୃତ । ଏନ୍‌ଏଚ୍ ୨୬ ବଲାଙ୍ଗିର-କେସିଙ୍ଗା ରାସ୍ତାରେ ଘଟିଛି ଦୁର୍ଘଟଣା । ସଇଁତଲା ନବୀନ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଟ୍ରେଲର ଏବଂ ଦୁଇ ଟ୍ରକ୍‌ ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଟ୍ରକ୍‌ ଏବଂ ଟ୍ରେଲର ବିଲକୁ ଖସିପଡ଼ିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking