ଭୁବନେଶ୍ୱର: ଆସନ୍ତାକାଲି ହେବ ଓଏସଏସଟିଇଟି । ସ୍ଥଗିତ ହୋଇନି ଓଏସଏସଟିଇଟି , ଆସନ୍ତାକାଲି ହିଁ ପରୀକ୍ଷା ହେବ । ଆସନ୍ତାକାଲି ଓଏସଏସଟିଇଟି ହେବା ନେଇ ସ୍ପଷ୍ଟ କଲେ ବୋର୍ଡ ସଭାପତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାଲି ଓଏସଏସଟିଇଟି ହେବ । କୌଣସି ପରୀକ୍ଷାର୍ଥୀ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ସଭାପତି ଆହୁରି କହିଛନ୍ତି, ବୋର୍ଡ ପରୀକ୍ଷା ସ୍ଥଗିତ ନେଇ କୌଣସି ନିଷ୍ପତ୍ତି ନେଇନି ।










