29.1 C
Bhubaneswar
Friday, September 25, 2026
Homeଓଡିଶାଓଡ଼ିଆ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଛି ୨୧ଟି ପଦବୀ

ଓଡ଼ିଆ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଛି ୨୧ଟି ପଦବୀ

ଭୁବନେଶ୍ୱର:  ଓଡ଼ିଆ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଛି ଅଧ୍ୟାପକ ପଦବୀ । ବିଶ୍ବବିଦ୍ୟାଳୟରେ ଜଣେ ବି ପ୍ରଫେସର, ଆସୋସିଏଟ୍ ପ୍ରଫେସର କିମ୍ବା ଆସିଷ୍ଟାଣ୍ଟ ପ୍ରଫେସର ନଥିବା ନେଇ ବିଧାନସଭାରେ ତଥ୍ୟ ରଖାଯାଇଛି ।ଓଡ଼ିଆ ଭାଷା ସାହିତ୍ୟ, ଆଞ୍ଚଳିକ ଅନୁସୂଚିତ ଜନଜାତି ଭାଷା ସାହିତ୍ୟ ଏବଂ ଭାଷାଭିତ୍ତିକ ବିଭାଗରେ ମଧ୍ୟ କୌଣସି ପ୍ରଫେସର ନାହାନ୍ତି । ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀକୁ ମିଶାଇ ମୋଟ ୨୧ଟି ପଦବୀ ଖାଲି ରହିଛି ।  ବିଧାୟକ ପ୍ରକାଶ ସୋରେନଙ୍କ ପ୍ରଶ୍ନର ଉତ୍ତରରେ ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking